Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୭୭

ଜୀବନ ଗୀତା-୨୭୭

1 min
190


ଜୀବନରେ ଆସେ କେତେ

ତାରକିତ ପାର୍ବଣ

କେବେପୁଣି କୋହଭରା

ଅଶ୍ରୁମୟ ଶ୍ରାବଣ ॥୦॥

ସୁଖ ହେଉ ଦୁଃଖ ହେଉ

ଜୀବନ ନିଶାରେ ପାଗଳ ସର୍ବେ

ହୃଦୟେ ଚାପି ଦରଜ

ଜୀବନର ମୋହ ଏଡାଇ ଯିବା

ନୁହେଁତ ଏତେ ସହଜ

ଶ୍ରାବଣର ପରେ ଫେରେ

ଫୁଲଭରା ଫଗୁଣ ॥୧॥

ଫୁଲ ହେଉ କଣ୍ଟା ହେଉ

ଜୀବନତ ଚାଲେ ଅମଡା ବାଟେ

ଖୋଜି କେବଳ ଅମୃତ

ପଥ ର କଷ୍ଟକୁ ଭୁଲିବା ପାଇଁ

ଗାଏ ଜୀବନ ସଂଗୀତ

ଖୋଜିବା ତା ବଂଚିବାର

ଏକମାତ୍ର କାରଣ ॥୨॥


Rate this content
Log in