Audio

Forum

Read

Contests

Language


Write

Sign in
Wohoo!,
Dear user,
ଥରେ ତୁମେ ଆସି ଦେଖ
ଥରେ ତୁମେ ଆସି ଦେଖ
★★★★★

© Puspita Dash

Others

1 Minutes   6.4K    9


Content Ranking

ଥରେ ତୁମେ ଆସି ଦେଖ

ହସର ଏ ବିମୁଗ୍ଧ ଝରଣା,

ଜୀବନ ଯେ ଘାସ ଫୁଲ

ଅତି କ୍ଷୁଦ୍ର ବିମୁକ୍ତ ଭାବନା;

ଉଦାତ୍ତ ସ୍ଵରଟି ଥାଉ

ରହୁ ଏକ ଉଦାର ହୃଦୟ

ସମଦୁଃଖୀ ହୁଅ ତୁମେ

ନିସର୍ଗରେ ହୁଅ ଭାବମୟ

ଫୁଲଟି ନହେଲ ନାହିଁ

କଣ୍ଟକର ଗୁଣ ରଖନାହିଁ

ସବୁ ଜୀବନର ଗତି

ତୁମକୁ କି ବନ୍ଧୁ ଜଣାନାହିଁ???

ବିମୁଗ୍ଧ ହୃଦୟ ଫୁଲ

Rate the content


Originality
Flow
Language
Cover design

Comments

Post


Some text some message..