ଜୀବନ ଗୀତା- ୧୯୪
ଜୀବନ ଗୀତା- ୧୯୪
1 min
6.5K
ଜୀବନ ଗୀତା- ୧୯୪
ଅଝଟ ଜୀବନ ବୁଝେନା
ଭଲ କି ମନ୍ଦ
ତା' ପାଇଁ ଲାଗଇ ସର୍ବଦା
କଳହ ଦ୍ୱନ୍ଦ୍ୱ ॥୦॥
ଏ କି ପାଗଳାମୀ
ଜୀବନର ହାଏ
ନିଜେ ବଞ୍ଚେନା କି
ବଞ୍ଚିବାକୁ ଦିଏ
ଲଗାଇଦିଏ ଅକାରଣେ
ବାଦ ବିବାଦ ॥୧॥
ଆକାଶରେ ସଦା
ଉଡୁଥାଏ ସିଏ
ସପନରେ ସିନା
ନିତି ବଞ୍ଚୁଥାଏ
କାଢି ନିଅଇ ସଭିଙ୍କର
ଆଖିରୁ ନିଦ ॥୨॥