Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା- ୧୯୪
ଜୀବନ ଗୀତା- ୧୯୪
★★★★★

© Geeta Sarangi

Others

1 Minutes   6.5K    4


Content Ranking

ଜୀବନ ଗୀତା- ୧୯୪

ଅଝଟ ଜୀବନ ବୁଝେନା
ଭଲ କି ମନ୍ଦ
ତା' ପାଇଁ ଲାଗଇ ସର୍ବଦା
କଳହ ଦ୍ୱନ୍ଦ୍ୱ ॥୦॥

ଏ କି ପାଗଳାମୀ
ଜୀବନର ହାଏ
ନିଜେ ବଞ୍ଚେନା କି
ବଞ୍ଚିବାକୁ ଦିଏ
ଲଗାଇଦିଏ ଅକାରଣେ
ବାଦ ବିବାଦ ॥୧॥

ଆକାଶରେ ସଦା
ଉଡୁଥାଏ ସିଏ
ସପନରେ ସିନା
ନିତି ବଞ୍ଚୁଥାଏ
କାଢି ନିଅଇ ସଭିଙ୍କର
ଆଖିରୁ ନିଦ ॥୨॥

 

#lyric#based on life#odia

Rate the content


Originality
Flow
Language
Cover design

Comments

Post


Some text some message..