ଅଭିମାନିନୀ ପ୍ରିୟା
ଅଭିମାନିନୀ ପ୍ରିୟା
1 min
6.6K
ଅଳସୀ ପ୍ରିୟା ମୋର
ହାତରେ କଳସୀ
ଅଳ୍ପ କଥା କୁହେ
ହସେ ସେ ବେଶି
ଅଭିମାନିନୀ ପ୍ରିୟା ମୋର
ହୁଏ ସେ ଫୁଲେଇ
ସିଏ କାଳେ ମୋ ପାଇଁ ପାଗଳୀ
ନିତି ହୁଏ ସେ ସଜେଇ
ତାହା ରୂପ ରଙ୍ଗକୁ ଦେଖି
ଯାଉଛି ମୁଁ ସବୁକିଛି ଭୁଲି.....
ପ୍ରମିଳା ସାହୁ