Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୯୮

ଜୀବନ ଗୀତା-୩୯୮

1 min
157


ଜୀବନ ଯନ୍ତାରେ

ପେଷି ହୋଇହୋଇ

କଟିଗଲା ଦିନ

ସବୁ ସହି ସହି ॥୦॥

ଆପତ୍ତି ନାହିଁକି

ନାହିଁ ଅଭିଯୋଗ

ନାରୀ ଭାଗ୍ୟେ ଯତେ

ଅଛି ଭୋଗାଭୋଗ

ଖଣ୍ଡନ କରିବ

ନାହିଁ ଜଣେ କେହି ॥୧॥

ଝିଅ ବୋଲି ଜାଣି

କରିଦିଅ ନଷ୍ଟ

ଜନ୍ମିଲେ ଜୀବନେ

ଭୋଗେ ଯେତେ କଷ୍ଟ

ବୁଝିଛକି ଦୁଃଖ

ଥରେ ତାର କେହି ॥୨॥

ସ୍ୱୀକୃତି ଚାହେଁ ସେ

ଚାହେଁ ସନମାନ

କେତେ ସୁନ୍ଦର ତା

ଶରୀର ପରାଣ

ଅତି ଯତନରେ

ଗଢିଅଛି ବିହି ॥୩॥


Rate this content
Log in