ବର୍ଷାରେ ପିଲାଦିନ
ବର୍ଷାରେ ପିଲାଦିନ
1 min
6.8K
ଆଜି ମନେ ପଢେ ମୋର
ସେହି ବର୍ଷା ଦିନର ବେଳ
ଆମେ ଦୁହେଁ ପିଲା ଦିନେ
ଖୋଳୁ ଥିଲେ କେତେ ଖେଳ
ସେହି ବର୍ଷା ଅଛି ହେଲେ
ଆଉ ନାହିଁ ସେହି ଅଭୁଲା ଦିନ
କେତେ ଖାଉଥିଲୁ ଗାଳି
ବର୍ଷାରେ ଭିଜୁଥିଲୁ ବୋଲି
ବର୍ଷା ରାଣୀ ଓ ବେଙ୍ଗୁଲୀ ରାଣୀ
ଗୀତ ଗାଉଥିଲୁ ନାଚି ବୁଲି ବୁଲି....
ପ୍ରମିଳା ସାହୁ