ଜୀବନ ଗୀତା-୨୧୬
ଜୀବନ ଗୀତା-୨୧୬
1 min
6.6K
ଜୀବନଯାପନରେ ଯେତିକି
ବେଦନାବୋଧ
ସେତିକି ରହିଛି ତା ମଧ୍ୟରେ
ମିଠା ଆନନ୍ଦ ॥୦॥
ଜୀବନ ଯେତିକି ସୁନ୍ଦର ସାବଲୀଳ
ସେତିକି ପୁଣି ଅସୁନ୍ଦର ଜଟିଳ
ପ୍ରଶାନ୍ତି ଯେତିକି ଅଶାନ୍ତି ସେତିକି
ଯେତେ ଜୀଇଁଲେବି ମେଣ୍ଟେନାହିଁ
ମନର ସାଦ ॥୧॥
ଜୀବନ ଯେତେ ଅଟେ ଶାନ୍ତ ଶୀତଳ
ସେତିକି ପୁଣି ସେ ଅଶାନ୍ତ ଚଞ୍ଚଳ
କରୁଣା ଯେତିକି ଘୃଣା ବି ସେତିକି
ଯେତେ ବୁଝାଇଲେ ବୁଝେନାହିଁ
ମନ କି ହୃଦ ॥୨॥