Audio

Forum

Read

Contests

Language


Write

Sign in
Wohoo!,
Dear user,
କବିତା
କବିତା
★★★★★

© Pramila Sahoo

Others

1 Minutes   941    2


Content Ranking

ଆଜି ଏହି ହୃଦୟର ଶୂନ୍ୟତା
ଖୋଜେ ତୁମ ମୁହଁ କେତେ
ଇଚ୍ଛା ସବୁକୁ ମାରିଦେଲି
ନିଜ ହାତେ
ହେଲେ ତୁମକୁ ଭୁଲି ତ
ପାରୁନି ସତେ,
ଏ ହୃଦୟ ଚାହୁଁଛି
ତୁମରି ଭଲପାଇବା କେତେ
ମୁଁ ଜାଣିଛି ତୁମ ମନରେ
ଭରିରହିଛି ଅସୁମାରୀ
ପ୍ରେମ କେତେ
ଏ ସମାଜ ସୀମାରେଖା
ପ୍ରତିବନ୍ଧକ ସାଜି ସତେ
ହେଲେ ମୁଁ ଜାଣିଛି
ତୁମ ମନରେ
ମୋ ପାଇଁ ସ୍କୃତି କେତେ.......


-ପ୍ରମିଳା ସାହୁ

କବିତା

Rate the content


Originality
Flow
Language
Cover design

Comments

Post


Some text some message..