କବିତା
କବିତା
1 min
1.0K
ଆଜି ଏହି ହୃଦୟର ଶୂନ୍ୟତା
ଖୋଜେ ତୁମ ମୁହଁ କେତେ
ଇଚ୍ଛା ସବୁକୁ ମାରିଦେଲି
ନିଜ ହାତେ
ହେଲେ ତୁମକୁ ଭୁଲି ତ
ପାରୁନି ସତେ,
ଏ ହୃଦୟ ଚାହୁଁଛି
ତୁମରି ଭଲପାଇବା କେତେ
ମୁଁ ଜାଣିଛି ତୁମ ମନରେ
ଭରିରହିଛି ଅସୁମାରୀ
ପ୍ରେମ କେତେ
ଏ ସମାଜ ସୀମାରେଖା
ପ୍ରତିବନ୍ଧକ ସାଜି ସତେ
ହେଲେ ମୁଁ ଜାଣିଛି
ତୁମ ମନରେ
ମୋ ପାଇଁ ସ୍କୃତି କେତେ.......
-ପ୍ରମିଳା ସାହୁ