Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା-୨୨୧
ଜୀବନ ଗୀତା-୨୨୧
★★★★★

© Geeta Sarangi

Others

1 Minutes   6.5K    6


Content Ranking

 

ଜୀବନର ରାଗ
ଜୀବନ ବିରାଗ
ଜୀବନର ସେତ
ଦୁଇଗୋଟି ରଙ୍ଗ ॥୦॥

ଜୀବନରେ ହୁଏ
ଭାବର ସଂଚାର
ପୁଣି ଅଭାବର
ସାହାରା ପ୍ରାନ୍ତର
ଭାବର ନିର୍ଝର ଅଭାବ ପ୍ରାନ୍ତର
ବୁଡାଇ ପାରିଲେ
ଝରଇ ବେହାଗ ॥୧॥

ସଫଳ ଜୀବନ
ନୁହେଁ ସାବଲୀଳ
ବିଫଳ ଜୀବନ
ନୁହେଁ ଅମଙ୍ଗଳ
ସଫଳ ବିଫଳ ଦୁଇଗୋଟି ଡାଳ
ଜୀବନ ବୃକ୍ଷର
ଅବିଚ୍ଛେଦ୍ୟ ଅଙ୍ଗ ॥୨॥

 

 

 

 

ଜୀବନର ରାଗ

Rate the content


Originality
Flow
Language
Cover design

Comments

Post


Some text some message..