Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା- ୧୩୮
ଜୀବନ ଗୀତା- ୧୩୮
★★★★★

© Geeta Sarangi

Others

1 Minutes   7.0K    7


Content Ranking

ଜୀବନ ଗୀତା- ୧୩୮

ଆଷାଢର ଆଦ୍ୟ ଜଳବିନ୍ଦୁ
ଜୀବନକୁ କରେ ପୁଲକିତ
ଫାଲଗୁନର ମଳୟ ପବନ
ଜୀବନକୁ କରେ ଉଲ୍ଲସିତ ॥୦॥

ପଉଷ ପଳିତ ପତ୍ର
ଶ୍ରାବଣର ବର୍ଷାପାତ
ଭାଦ୍ରବ ମାସର ଖରା
ଆଶ୍ୱିନର ଚନ୍ଦ୍ରତାରା
ମାର୍ଗଶିର ଝୋଟିଚିତା
ଜୀବନକୁ କରେ ଉଚ୍ଚାଟିତ ॥୧॥

ବୈଶାଖ ମାସ ଯାତରା
କାର୍ତ୍ତିକ ମାସ ଚଉରା
ଚୈତ୍ରର ଘୋଡାନାଚ
ମାଘ ମାସର ଶୀତ
ଜ୍ୟେଷ୍ଠ ମାସ ଗୁଳୁଗୁଳି
ଜୀବନକୁ କରେ ଆଲୋଡିତ ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post


Some text some message..