Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

3  

Pramila Sahoo

Others

ନାରୀ ଜୀବନ

ନାରୀ ଜୀବନ

1 min
7.1K


ଦୀପର ସଳିତାପରି ଜଳି
ଆଲୋକ ଦିଏ ଦିନରାତି
ଦିନପରେ ରାତି ଯାଉଛି ବିତି
ମିଳୁନାହିଁ କନ୍ୟାର ମୁକତି
ନିତିକରନ୍ତି ଅନେକ କଷଣ
ଶେଷ କେବେ ଏହି ସମୟ
ଜନନୀ, ଭଗନୀ,ସ୍ତ୍ରୀ ରୂପେ
ସେବା ପ୍ରଦାନ ସବୁବେଳେ
ପାଠପଢ଼ି ଏ ମହାନ ସମାଜ
ମିଳୁନାହିଁ କନ୍ୟା ପ୍ରତି ସମ୍ମାନ
ସବୁଆଡେ଼ ଖୋଜେ ସୁରକ୍ଷା ସ୍ଥାନ
ସମାଜରେ ନାହିଁକି ଅଧିକାରୀ
ନିଜ ଲୁହକୁ ପିଅନ୍ତି ନିତିଦିନିଆ
ହସଖୁସି ଦିଅନ୍ତି ସବୁଦିନିଆ
ସଭିଏଁ ତା ପାଇଁ ସମାନ
ସମସ୍ତକୁ କରେ ସେହ୍ନ,ପ୍ରେମ ଆଦର.......
ପ୍ରମିଳା ସାହୁ


Rate this content
Log in