Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

2  

Chittaranjan Lenka

Others

ସ୍ୱାର୍ଥପର

ସ୍ୱାର୍ଥପର

1 min
1.3K


ଦେଲେ ଦେଇପାରେ ନିଜ ଶିର ପଛେ

ଦେବି ନାହିଁ ଟିକେ ସାର

କଥା ନୁହେଁ ତାକୁ    କାମରେ କରିଲା

ବୀର ସନ୍ତାନ ଦେଶର


ଭୁଲିଗଲୁ ତାକୁ        ଅତି ସହଜରେ

ହୋଇ ଏ ଦେଶ ସନ୍ତାନ

ସବୁ ପଛେ ଦେବୁ     ସ୍ୱାର୍ଥ ଦେବୁ ନାହିଁ

ଏହା କି ତା ପ୍ରତିଦାନ?


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in