Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ୱାର୍ଥପର
ସ୍ୱାର୍ଥପର
★★★★★

© Chittaranjan Lenka

Others

1 Minutes   1.3K    4


Content Ranking

ଦେଲେ ଦେଇପାରେ ନିଜ ଶିର ପଛେ

ଦେବି ନାହିଁ ଟିକେ ସାର

କଥା ନୁହେଁ ତାକୁ    କାମରେ କରିଲା

ବୀର ସନ୍ତାନ ଦେଶର


ଭୁଲିଗଲୁ ତାକୁ        ଅତି ସହଜରେ

ହୋଇ ଏ ଦେଶ ସନ୍ତାନ

ସବୁ ପଛେ ଦେବୁ     ସ୍ୱାର୍ଥ ଦେବୁ ନାହିଁ

ଏହା କି ତା ପ୍ରତିଦାନ?


ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ଶିର ବୀର ଦେଶ

Rate the content


Originality
Flow
Language
Cover design

Comments

Post


Some text some message..