ପତ୍ନୀ
ପତ୍ନୀ
1 min
1.2K
ପତ୍ନୀର ଅର୍ଥ ଭଲପାଇବା
କିମ୍ବା ଅଭିମାନ
ପତ୍ନୀର ଅର୍ଥ ସୁଖେ ଦୁଃଖେ
ଏକାଠି ଚିରଦିନ ।
ପତ୍ନୀ ମୁଖେ ହାଲୁକା ହସ
ଆଖିର କୋଣେ ଜଳ
ପତ୍ନୀଙ୍କ ପ୍ରେମ ନଈରେ
ନ ଥାଏ ଥଳକୂଳ ।