STORYMIRROR

Premasila Raut

Others

4  

Premasila Raut

Others

ଭାଇଭଉଣୀ ର ସଂପର୍କ

ଭାଇଭଉଣୀ ର ସଂପର୍କ

1 min
330

ଭାଇ ଭଉଣୀର ସଂପର୍କ ଅପାର ସେଇ ସଂପର୍କ ବିଶ୍ୱାସ ଭରଷାର ସେଇ ସଂପର୍କ ହୃଦୟ ଆତ୍ମାର ଯେଉଁ ସଂପର୍କ ।


ନାଁ ଅଛି ଛଳନା ନାଁ ଅଛି ପ୍ରତାରଣା ନାଁ ଅଛି ବେଦନା ନାଁ ଅଛି ଯାତନା କେବଳ ଅଛି ଅସରନ୍ତି ସ୍ନେହ ଶାନ୍ତି ।


ଭାଇ ଭଉଣୀର ବନ୍ଧନ ଅତୁଟ ସେଇ ବନ୍ଧନ ଯୁଗଯୁଗର ସେଇ ବନ୍ଧନ ପ୍ରତିମୂହୁର୍ତ୍ତର ଯେଉଁ ବନ୍ଧନ ରେ ନାଁ ଅଛି ଗର୍ବ ଅହଂକାର ନାଁ ଅଛି ରାଗ ରୁଷା ମନାନ୍ତର ନାଁ ଅଛି ଭେଦଭାବ ଦୂର ପର କେବଳ ଅଛି ସୁଖର ଉଜ୍ଜ୍ୱଳ ଜ୍ୟୋତି


ଭାଇଭଉଣୀର ମିଳନ ନିଆରା ସେଇ ମିଳନ ମଧୁର ସଂଗୀତର ସେଇ ମିଳନ ପ୍ରୀତିପୁଷ୍ପ ର ଯେଉଁ ମିଳନରେ ନାଁ ଅଛି ମିଛର ଅନ୍ଧାର ନାଁ ଅଛି ପାପ ଅନ୍ୟାୟ ଭାର ନାଁ ଅଛି ନିର୍ଲଜ କାମନାର ଗାର କେବଳ ଅଛି ଭଲ ପାଇବାର ପ୍ରୀତି ।


Rate this content
Log in