Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୯୫

ଜୀବନ ଗୀତା-୩୯୫

1 min
138


ଜୀବନର ମଞ୍ଜକଥା

ପଡିଲାନି ବୁଝା

ବେଳଗଡି ସଞ୍ଜହେଲା

ତଥାପି ଅବୁଝା ॥୦॥

କୋଉଠି ରହିଲା ମଞ୍ଜ

କେବେ ପଲ୍ଲବିବ

ସ୍ୱଦେହରେ ତାକୁ ଦିନେ

ଏ ନେତ୍ର ଦେଖିବ

ସମୟ ଯାଉଛି ସରି

ସତେ ଚୋରାବାଲି ପରି

ତଥାପିବି ସରିଲାନି

ଆଜିଯାଏ ଖୋଜା ॥୧॥

ନିଜକୁ ଚିହ୍ନିବା ପାଇଁ

ଆୟୁଷ ନିଅଣ୍ଟ

ଜୀବନକୁ ଜାଣିବାତ

ପୂରାପୂରି କଷ୍ଟ

ଜୀବନର ମଞ୍ଜକଥା

ସେତ ଜୀବନ ସଂହିତା

ଲଟାଏ ନିରବେ କରି

ଜୀବନକୁ ରଞ୍ଜା ॥୨॥


Rate this content
Log in