Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Mishra

Others

3  

Arabinda Mishra

Others

ତୁମେ

ତୁମେ

1 min
401


ସତ ଭାବିଦେଲେ ସ୍ବପ୍ନ ହେଇଯାଇ

ନଷ୍ଟ କରିଦିଅ ରାତି

ଝରଣା ନଥାଇ ଅମାନିଆ ନଇ

ଅଙ୍କାବଙ୍କା ଲାଗେ ପ୍ରୀତି. .

କହିବିନି ପର ନକରି ନିଜର

ନଜରରେ ଦେଖି ନାହିଁ

କାହିଁକି କୁହେ ପରିଠୁ ସୁନ୍ଦର

କେତେଦୁରେ ଜାଣିନାହିଁ ..


Rate this content
Log in