Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

ବୁଝି ମୁଁ ପାରିଲି ନାହିଁ

ବୁଝି ମୁଁ ପାରିଲି ନାହିଁ

1 min
336


ବୁଝି ମୁଁ ପାରିଲି ନାହିଁ


ଜୀବନ ବାଟରେ ଚାହିଁ ରହିଥିଲି

ତୋ ସାଥେ ଚାଲିବା ପାଇଁ

କିଛି ଦୂର ଅବା କିଛିଟା ସମୟ

ତୋ ସାଥେ କାଟିବା ପାଇଁ (1)

ସମୟ ଆସିଲା ଆସି ଚାଲିଗଲା

ଧରି ମୁଁ ପାରିଲି ନାହିଁ

କେତେ ଭାବି ଥିଲି କହିବାକୁ ତୋତେ

କହି ମୁଁ ପାରିଲି ନାହିଁ (2)

ସମୟ ସୁଅରେ ଆଜି ଆମେ ଦୂରେ

ଅତୀତ ର ମାନେ ନାହିଁ

ଜୀବନ ବାଟରେ କେବେ ଆଉଥରେ

ଦେଖା ହେବ ଅବା ନାହିଁ (3)

ଦେଖା ହେଲେ ଥରେ ପଚାରି ବୁଝିବି

ଛାଡି ଚାଲିଗଲ କାହିଁ

କଣ ଭୁଲ ହେଲା ଏତେଦିନ ପରେ

ବୁଝି ମୁଁ ପାରିଲି ନାହିଁ (4)



Rate this content
Log in