Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ଜନନୀ

ଜନନୀ

1 min
6.7K


ଧନମୟୀ ମମତାମୟୀ ଜଗତ ଜନନୀ ମା
ତୁମରି କରୁଣାରେ ଚାଲେ ଏହି ଜଗତ
ତୁମ ବିନା ନାହିଁ ଆଉ କିଛି ଗତିପଥ
ମା ତୁମେ ଦୟାମୟୀ ସୀମା ହୀନ ସାଗର
ତୁମ ପାଦ ଛୁଆଁରେ ପୁରି ଯାଏ ଏ ଜଗତ
ତୁମ ପରା ସାହାଭରସା ଦିନ ଦୁଃଖିର ..
ପ୍ରମିଳା ସାହୁ


Rate this content
Log in