ଜୀବନ ଗୀତା- ୧୧୨
ଜୀବନ ଗୀତା- ୧୧୨
1 min
6.8K
ଜୀବନ ଗୀତା- ୧୧୨
ଜୀବନ ଏକ ତିକ୍ତ ମଧୁର
ନିମଫୁଲ
ଆଉବା ହେବ କିଏ ତାହାର
ସମତୁଲ ॥୦॥
ଜୀବନର ସତେଜତା
ଅଟେ ତାହାର ସତ୍ୟତା
ସତ୍ୟ ଶିବ ସୁନ୍ଦର ଜୀବନ
ଅମୂଲ ମୂଲ ॥୧॥
ଜୀବନର ନୈତିକତା
ଅଟେ ତାହାର ନିତ୍ୟତା
ସତ୍ ଚିତ୍ ଆନନ୍ଦ ଜୀବନ
ନୁହେଁ ଭେଜାଲ ॥୨॥