Audio

Forum

Read

Contests

Language


Write

Sign in
Wohoo!,
Dear user,
କେଜାଣି କାହିଁକି
କେଜାଣି କାହିଁକି
★★★★★

© Sasmita Acharya

Others

1 Minutes   7.0K    4


Content Ranking

କେଜାଣି କାହିଁକି

ତୁମେ ଆଜି ଯାହା କିଛି ଦିଅ

ଆଖି ବୁଜି ସବୁକିଛି

ପଣତ କାନିରେ ବାନ୍ଧି ରଖେ

କେବେ ସେ ସ୍ଵପ୍ନ ତ

କେବେ ପୁଣି ସ୍ମୃତି

କେବେ ପୁଣି ସ୍ପର୍ଶ ପ୍ରୀତିର ,,

ଅମୃତ କି ବିଷ ସେ ଜାଣିନି

ଯାହା ଖାଲି ପିଇ ଚାଲିଛି …

ସେ କଥା ବି ଜାଣିନି

ତୁମେ ଯାହା ଦେଉଛ

ମୃତ୍ୟୁ ସଂଜିବନୀ ସାଜି

ମୋତେ ଦେବ ଜୀବନର ନୂତନତ୍ଵ

ଅବା ଦେଖାଇବ ମୋତେ

ମୃତ୍ୟୁର ଅନ୍ତିମ ପଥ

ତଥାପି ମୋ ମନ କହେ

ମୋ ଜୀବନର ବାକିତକ ଆୟୁଷ

ତୁମର…………||||

କାହିଁକି ସ୍ପର୍ଶ ଜୀବନ

Rate the content


Originality
Flow
Language
Cover design

Comments

Post


Some text some message..