Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Others

3  

Sasmita Acharya

Others

କେଜାଣି କାହିଁକି

କେଜାଣି କାହିଁକି

1 min
7.0K


କେଜାଣି କାହିଁକି

ତୁମେ ଆଜି ଯାହା କିଛି ଦିଅ

ଆଖି ବୁଜି ସବୁକିଛି

ପଣତ କାନିରେ ବାନ୍ଧି ରଖେ

କେବେ ସେ ସ୍ଵପ୍ନ ତ

କେବେ ପୁଣି ସ୍ମୃତି

କେବେ ପୁଣି ସ୍ପର୍ଶ ପ୍ରୀତିର ,,

ଅମୃତ କି ବିଷ ସେ ଜାଣିନି

ଯାହା ଖାଲି ପିଇ ଚାଲିଛି …

ସେ କଥା ବି ଜାଣିନି

ତୁମେ ଯାହା ଦେଉଛ

ମୃତ୍ୟୁ ସଂଜିବନୀ ସାଜି

ମୋତେ ଦେବ ଜୀବନର ନୂତନତ୍ଵ

ଅବା ଦେଖାଇବ ମୋତେ

ମୃତ୍ୟୁର ଅନ୍ତିମ ପଥ

ତଥାପି ମୋ ମନ କହେ

ମୋ ଜୀବନର ବାକିତକ ଆୟୁଷ

ତୁମର…………||||


Rate this content
Log in