Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspita Dash

Others

2  

Puspita Dash

Others

ଏକ ସୁନ୍ଦର ଦ୍ବୀପେ,

ଏକ ସୁନ୍ଦର ଦ୍ବୀପେ,

1 min
1.1K


ଏକ ସୁନ୍ଦର ଦ୍ବୀପେ,

ରଖିବି ମୁଁ ନିରାପଦରେ

ତାଙ୍କ ଭକ୍ତ ସମୀପେ;

ଅକାତ ପାଣି ଏ ଗଣ୍ଡରେ

ମୋର ପାଏନା କାତ,

ସାହା ହେବ ମୋର ସଖା ହେ

ତୁମେ ମୋ ପ୍ରାଣ ମିତ;

ଜୀବନ ଶେଷରେ ଆସିବେ

ତୋଳି ନେବେ ମୋ ପ୍ରାଣ,

ଭକ୍ତଭଗବାନ ଏକାଠି

ସେ ମୋ ଜୀବନ ଧନ ।।





Rate this content
Log in