ଅତୀତ
ଅତୀତ
1 min
151
ମୁଁ କହିଥିଲି ନା
ଅତୀତ ସ୍ମୃତି ସବୁକୁ
ଆଉ ମନେ ପକେଇବି ନି ବୋଲି
ହେଲେ ସେ ସବୁକୁ
ନ ଭାବି କ'ଣ ମୁଁ ରହିପାରୁଛି
ଆଉ ହଁ
ପାରିବ ଯଦି କ୍ଷମା କରିଦେବ ମୋତେ
କାହିଁକି ନା
ଏ ଲୁହ ସବୁକୁ ଆଉ ଜମାରୁ ବୁଝେଇ ପାରୁନି
ଏ ନିର୍ଜୀବ ଫଟୋଟାକୁ ଛାତିରେ ଜାବୁଡି
ଦେଖିବ ଆସ
ତୁମମାନଙ୍କୁ କେତେ ଖୋଜୁଛି
ସତରେ ମୁଁ ଆଜି ସତସତିକା କାନ୍ଦୁଛି
ଝୁରୁଛି ମୁଁ ଦିନ ରାତି ।
ବଳରାମ ତରାଇ