Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୩୩

ଜୀବନ ଗୀତା-୪୩୩

1 min
248


ସ୍ୱାକ୍ଷର ତ ଛାଡିଯାଏ 

ସବୁଠି ଜୀବନ

ପଥପ୍ରାନ୍ତେ ରହିଯାଏ

ତାର ପାଦଚିହ୍ନ ॥୦॥

ବିଦାୟ ବେଳାରେ

ଭଲ ଅବା ମନ୍ଦ

ପଡିଥାଏ ସିନା ଜଣା

ଆଖିରେ ସଭିଙ୍କ

ଦେଇଯାଏ ଲୁହ

ଅବା ହୃଦୟରେ ଘୃଣା

ଭଲ ହେଉ ମନ୍ଦ ସେତ

ତୋଳଇ ଗୁଞ୍ଜନ ॥୧॥

ରକ୍ତରେ ଫୁଟାଏ

ରକ୍ତ କରବୀ ସେ

ନୟନରେ ନିଆଁଝୁଲ

ଫଟକା ପରି ସେ

ଫୁଟଇ ଶେଷରେ

ଅବା ଫୁଟେ ହୋଇ ଫୁଲ

ଶେଷଥର ଇଥରରେ

ଆଣଇ କମ୍ପନ ॥୨॥


Rate this content
Log in