Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Others

3  

Deepak Sarangi

Others

ଏଇ ତ ଜୀବନ

ଏଇ ତ ଜୀବନ

1 min
352





ଜୀବନଟା ନୁହେଁ ମାଟିର କଣ୍ଢେଇ

ଭାଙ୍ଗି ଦେଲେ ଗଢି ଦେବ

ଜୀବନଟା ନୁହେଁ ବାଲିଘର ଖେଳ

ଉଜୁଡିଗଲେ ତୋଳି ଦେବ


ଜୀବନଟା ନୁହେଁ ଫଗୁଣର ଫୁଲ

ସବୁ ଦିନେ ମହକିବ

ଜୀବନଟା ନୁହେଁ କଳ୍ପନା ରାଇଜ

ବାସ୍ତବ ରୁ ଦୂରେ ଥିବ


ଜୀବନଟା ନୁହେଁ ଚାନ୍ଦର ଚାନ୍ଦିନୀ

ସବୁ ଦିନେ ଚମକିବ

ଜୀବନଟା ଏକ ଦୀପର ଶିଖା

ଦିନେ ଜଳି ଜଳି ଲିଭିଯିବ


Rate this content
Log in