ଅଭିମାନି ପ୍ରୀୟା
ଅଭିମାନି ପ୍ରୀୟା
1 min
418
ଅଭିମାନି ପ୍ରିୟା
ପ୍ରିୟାର ମନଟା ଆମାନିଆଁ ସଦା
ବୁଝେନି ଦୁନିଆଁ କଥା
ପ୍ରୀତିର ସୃତିକୁ ମାନେ ଭାବୁଥାଏ
ଓଦା କରି ଆଖି ପତା (1)
ଟିକିଏ କଥାରେ ରାଗିଯାଏ ଖାଲି
ମୁହଁଟି ଫୁଲେଇ ଦିଏ
ନିଜକୁ ଭବେ ସେ ରାଜଜେମା ଅବା
ସରଗର ପରୀଟିଏ (2)
କିଏ ବୁଝାଇବ ପ୍ରିୟାକୁ ମୋହର
ଭାଙ୍ଗିବ ତା ଅଭିମାନ
ଟିକିଏ ମଜାରେ ରାଗିବନି ଆଉ
ହସିକି ଭାଙ୍ଗିବ ମାନ (3)
ଡାକିଚି ମୁଁ ତାର ମକରକୁ ଆଜି
ଆସି ତାକୁ ବୁଝାଇବ
ବୁଝିଗଲେ ପ୍ରିୟା ମୋର ମନକଥା
ଖୁସିରେ ଦିନ କାଟିବ (4)