Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନ ଗୀତା- ୭୧
ଜୀବନ ଗୀତା- ୭୧
★★★★★

© Geeta Sarangi

Others

1 Minutes   13.3K    3


Content Ranking

ଜୀବନ ଗୀତା- ୭୧
(ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟଙ୍କୁ ସମର୍ପିତ)
 
ଜୀବନରେ ଜୀବନ
ତୁଚ୍ଛାଟାରେ କିଆଁ ଏତେ ମାନ ଅଭିମାନ
ଆଜି ନହେଲେ ତ କାଲି ହେବୁ ଅବସାନ ॥୦॥
 
ଏ ଦେହ ପଞ୍ଜୁରି ଦିନେ ପଡିଥିବ ଖାଲି
ପ୍ରାଣପକ୍ଷୀ ଯାଇଥିବ ଆକଶକୁ ଉଡି
ଅଢେଇଦିନ ଜୀବନ ପାଇଁ ଏତେ ଅଭିମାନ
ବିଭୁନାମକୁ ଥରେ ତୁ ନକରୁ ଚିନ୍ତନ ॥୧॥
 
ଶିଥିଳ ହେଲେ ଶରୀର ସରିବ ଉଡାଣ
ସେତେବେଳେ ତ ପିଣ୍ଡରେ ନଥିବ ପରାଣ 
କେବେ ଆଉ ସତକର୍ମ କରିବୁରେ ଦାନଧର୍ମ
ପାବନ ହରି ନାମକୁ କରିବୁ ଭଜନ ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post

Some text some message..