Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

1.2  

Geeta Sarangi

Others

ଜୀବନ ଗୀତା- ୭୧

ଜୀବନ ଗୀତା- ୭୧

1 min
13.3K


ଜୀବନ ଗୀତା- ୭୧
(ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟଙ୍କୁ ସମର୍ପିତ)
 
ଜୀବନରେ ଜୀବନ
ତୁଚ୍ଛାଟାରେ କିଆଁ ଏତେ ମାନ ଅଭିମାନ
ଆଜି ନହେଲେ ତ କାଲି ହେବୁ ଅବସାନ ॥୦॥
 
ଏ ଦେହ ପଞ୍ଜୁରି ଦିନେ ପଡିଥିବ ଖାଲି
ପ୍ରାଣପକ୍ଷୀ ଯାଇଥିବ ଆକଶକୁ ଉଡି
ଅଢେଇଦିନ ଜୀବନ ପାଇଁ ଏତେ ଅଭିମାନ
ବିଭୁନାମକୁ ଥରେ ତୁ ନକରୁ ଚିନ୍ତନ ॥୧॥
 
ଶିଥିଳ ହେଲେ ଶରୀର ସରିବ ଉଡାଣ
ସେତେବେଳେ ତ ପିଣ୍ଡରେ ନଥିବ ପରାଣ 
କେବେ ଆଉ ସତକର୍ମ କରିବୁରେ ଦାନଧର୍ମ
ପାବନ ହରି ନାମକୁ କରିବୁ ଭଜନ ॥୨॥


Rate this content
Log in