ତୁମେ
ତୁମେ
1 min
243
ଅଭିମାନ କରି,ପ୍ରେମ ଦିଅ ଭରି
ଖୋଜିଲେ ମିଳନି କେବେ
ସେଥିପାଇଁ ଥିରି, ଫେରିଆସି କରି
ତୁମକଥା ଖାଲି ଭାବେ ...
ତୁମକୁ ନଜାଣି,ଡାକଇ ସୁନ୍ଦରୀ
ଶବଦେ ତୁମକୁ ଖୋଜେ
କେମିତି କେଜାଣି,ଚାହାଁଣି ତୁମରି
ମୁଁ'ତ ପ୍ରେମରେ ଭିଜେ..