Audio

Forum

Read

Contests

Language


Write

Sign in
Wohoo!,
Dear user,
ବୋଧେ ସେଥିପାଇଁ
ବୋଧେ ସେଥିପାଇଁ
★★★★★

© Sasmita Acharya

Others

1 Minutes   6.9K    4


Content Ranking

ମୋ ଠାରୁ ତ

ବେଶୀ କାନ୍ଦୁଛି ଏ ଆକାଶ

ସେ ବୋଧେ ସେଥିପାଇଁ

ବୁଝି ପାରୁଛି ମୋ ଅକୁହା ଭାଷା

ନିଜ ଲୁହରେ ଧୋଇ ଦେଉଛି

ମୋ ଆଖିର ଲୁହ ସବୁ

ଚୁପ୍ଚାପ୍ ନିରୋଳାରେ

ମୋ ମନକୁ ବୁଝେଇ ଦେଉଛି

ନିତି ନିତି ମୁଁ ଆଜି ବର୍ଷାରେ ଭିଜୁଛି ||

ଆକାଶ କାନ୍ଦୁଛି ବର୍ଷା

Rate the content


Originality
Flow
Language
Cover design

Comments

Post

Some text some message..