Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୭୯

ଜୀବନ ଗୀତା-୩୭୯

1 min
123


ଜୀବନରେ ଝଡ ଯେତେ

ଡାକି ଆଣଇ ବିପଦ

ଭାଂଗିବାର ଦୁଃଖ ଠାରୁ

ନାହିଁତ ବଡ ଆପଦ ॥୦॥

ମାଟିମା'ର ଟିକିଏ ମମତା

ପାଇବାରେ ଯେଉଁ ବ୍ୟାକୁଳତା

ଆସୁ ଝଡ ଭାଂଗୁ ନୀଡ

ଜନମ ମାଟି ଆମର

ସବୁଠୁଁ ବଡ ସଂପଦ ॥୧॥

ସେନେହଁ ମମତାର ବଂଧନ

ମାଟିମାଆ ସାଥେ ଚିରଦିନ

ରହିଥାଉ ହସୁଥାଉ

ଛୋଟ ସଂସାର ଆମର

ବିଶ୍ୱରେ ଭରି ଆନନ୍ଦ ॥୨॥


Rate this content
Log in