Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୬୫

ଜୀବନ ଗୀତା-୩୬୫

1 min
314


ଜୀବନର ଅନନ୍ତ ଧାରା

ଝରି ଚାଲିଛି

ପ୍ରକୃତିର ଚକ୍ରରେ ଘୂରି

ବଦଳୁ ଅଛି ॥୦॥

ଜୀବନର ଆଦ୍ୟ ଓଁକାର

ତୋଳିଥିଲା ଯେଦିନ ସୂର

ସେଦିନରୁ ଆଜିଯାଏ

ରାତି ପାହେ ସୂର୍ଯ୍ୟ ଉଏଁ

ଚଢେଇର କାକଳି ନିତି

ମନ ମୋହୁଛି ॥୧॥

ପ୍ରଥମ ଯେ ଶୋକ ସଂଗୀତ

ଆଜି ଆମ ପୁରାଣ ସେତ

ସେକାଳରୁ ଆଜିଯାଏ

ଖରା ହୁଏ ବର୍ଷା ହୁଏ

ଧରଣୀମା ଅଳି ଅର୍ଦ୍ଦଳି

ସବୁ ସହୁଛି ॥୨॥


Rate this content
Log in