ମା ତାରିଣୀ
ମା ତାରିଣୀ
1 min
1.5K
ସଙ୍କଟରେ ପଡି ଆଶା ଦେଉ ଛାଡି
ନ ମିଳିଲେ ସମାଧାନ
ସ୍ମରଣ ଟିକିଏ ନଡିଆ ଗୋଟିଏ
କରିଥାଏ ଇଛା ପୂର୍ଣ୍ଣ
ସଙ୍କଟୁ ତାରିବା ପାଇଁ ଯେଉଁ ମାଆ
ରଖିଛି ପଣ ତାହାର
ସେହି ମା’ ତାରିଣୀ ଆମରି ପାଖରେ
କାହିଁକି ଦୁଃଖକୁ ଡର ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)