ଅପେକ୍ଷାରେ ଅପେକ୍ଷାରେ
ଅପେକ୍ଷାରେ ଅପେକ୍ଷାରେ
1 min
6.7K
କଲମରୁ କାଳି ସରିଆସେ
ହୃଦୟ ରୁ ଭାବ ହଜିଆସେ
ମନ ଅଭିଧାନରୁ ଶବ୍ଦ ମାନେ
ଅଣନିଶ୍ବାସି ହୋଇ
ମୁକ୍ତିର ପଥ ଖୋଜନ୍ତି
ଅଭିମାନ ଭରା ଆଖିର
ଦୁଇ ଧାର ଲୁହ ଅଧାଶୁଖା ରହିଯାଏ
ସମୟର ଅପେକ୍ଷାରେ ଅପେକ୍ଷାରେ
ମରୀଚିକାରେ ଶୋଷ ମେଣ୍ଟିଯାଏ ||