Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା- ୧୭୯
ଜୀବନ ଗୀତା- ୧୭୯
★★★★★

© Geeta Sarangi

Others

1 Minutes   6.7K    8


Content Ranking

ଜୀବନ ଗୀତା- ୧୭୯

ଜୀବନରେ ସବୁକିଛି ସାମୟିକ
କିଛିବି ନୁହଁଇ ସ୍ଥିର
ଆଜି ଯେ ବସିଅଛି ରାଜେନ୍ଦ୍ରାସନେ
କାଲିକି ସିଏ ଫକିର ॥୦॥

ସୁଖବେଳେ ଆତ୍ମହରା ହୋଇ
ସାଙ୍ଗସାଥୀ ଭୁଲିଯାଏ ଯିଏ
ଭଲମନ୍ଦ ବେଳେ କାହାସାଥେ
ପଦଟିଏ କଥାବି ନହୁଏ
ସେଭଳି ଲୋକକୁ କେହି କେବେହେଲେ
କରନ୍ତି ନାହିଁ ଖାତିର ॥୧॥

ଉଚ୍ଚପଦ ପଦବୀରେ ରହି
କାହାରିକୁ ଯେ ଭୁଲି ନଥାଏ
ସଭିଙ୍କର ଦୁଃଖସୁଖ କଥା
ସବୁବେଳେ ସିଏ ବୁଝୁଥାଏ
ସବୁରି ପାଖରୁ ସିଏ ସବୁବେଳେ
ପାଉଥାଏ ତ ଆଦର ॥୨॥

#lyric#based on life#odia

Rate the content


Originality
Flow
Language
Cover design

Comments

Post


Some text some message..