Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

1.0  

Pramila Sahoo

Others

ସମ୍ପର୍କ

ସମ୍ପର୍କ

1 min
6.3K


ସମ୍ପର୍କକୁ ବୁଝିବା ସହଜ
ବାସ୍ତବତାର ସମ୍ପର୍କ
ସେହ୍ନ ପ୍ରେମ ମମତାର
ସମ୍ପର୍କ ଅତୁଟ ଗନ୍ତାଘର
ହେଇ ପାରେ
ତୁମ ମନରେ ଅଳ୍ପ ପରିବର୍ତ୍ତନ
ମୁଁ କିନ୍ତୁ ନୁହେଁ
ସାଗରଠୁ ଗଭୀର ଏ ହୃଦୟ
ଖାଲି ତୁମ କଥା କହେ.......
ପ୍ରମିଳା ସାହୁ


Rate this content
Log in