ମିଠା ମିଠା କେତେ ସ୍ମୃତି
ମିଠା ମିଠା କେତେ ସ୍ମୃତି
1 min
7.0K
ମିଠା ମିଠା କେତେ ସ୍ମୃତି
ମନେ ଭରେ କେତେ ପ୍ରୀତି
ତୁମେ ଥିଲେ ସାଥେ ମୋର
ଗାଉଥିବି ମଧୁ ଗୀତି ।୧।
କରିବନି କେବେ ପର
ଛାଡିବନି ହାତ ମୋର
ତୁମ ସାଥେ ତୋଳି ଅଛି
ସୁଖ ସୁଖର ମନ୍ଦିର ।୨।
ସେହି ମନ୍ଦିରରେ ବସି
ଗାଉଥିବା ପ୍ରେମ ଗୀତି
ପଭୁଙ୍କର ଚରଣରେ
ରଖୁଥିବା ଆମେ ମତି ।୩।
ଭୁଲିବାନି ପରସ୍ପର
ରଖିଥିବା ସ୍ନେହ ପ୍ରେମ
ଜୀବନର ତରଙ୍ଗରେ
କରୁଥିବା ସତ କର୍ମ ।୩।
ଅମ୍ବିକା ସ୍ୱାଇଁ , ଭୁବନେଶ୍ୱର