Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା-୨୨୮
ଜୀବନ ଗୀତା-୨୨୮
★★★★★

© Geeta Sarangi

Others

1 Minutes   7.0K    2


Content Ranking

 

ଜୀବନରେ ଆସେ
କେତେ ପରାଜୟ
କେବେ ପୁଣି ମିଳେ
ବିପୁଳ ବିଜୟ ॥୦॥

ପରାଜୟ କେହି
ଭୋଗେ ନାହିଁ ଚିର ଦିନ
ଦିନେ ନା ଦିନେ ତ
ଭାଗ୍ୟେ ଆସଇ ସୁଦିନ
ହଟିଯାଏ ମନୁ
ତା ସକଳ ଭୟ ॥୧॥

ଆଶା ନିରାଶାରେ
ଚାଲୁ ଚାଲୁ ପଥ ସିଏ
ଲକ୍ଷ୍ୟସ୍ଥଳଟିକୁ
ଅକସ୍ମାତ ପାଇଯାଏ
ଖୋଜିପାଏ ସିଏ
ନିଜ ପରିଚୟ ॥୨॥

ଜୀବନ ସଙ୍ଗୀତ

Rate the content


Originality
Flow
Language
Cover design

Comments

Post


Some text some message..