STORYMIRROR

Susamamanjari Mishra

Others

3  

Susamamanjari Mishra

Others

ଅମାବାସ୍ୟା

ଅମାବାସ୍ୟା

1 min
360


ଜାଣିଥିଲି.... ଆଉ ଯେତେ ଅବଶିଷ୍ଟ 

ସମୟ

ଦେହରେ 

ଲେପି ହୋଇଯିବ 

ଅବସନ୍ନର 

ଅମାବାସ୍ୟା, 

ଆଖପାଖେ 

ବହଳ 

ଅନ୍ଧାରର 

ଘୋ ଘା 

ଗହଳି... 

ହେଲେ 

ବୁଝିବାକୁ ନାହିଁ 

ଏଠି କେହି 

କାହାର ତ୍ୟାଗ 

କି ତପସ୍ୟା,, 

ଅବଲୁଣ୍ଠିତ ସୁଖ ଯେତେ 

କେତେବେଳୁଁ ଯେ 

କର୍ମମୟ ଜୀବନ ଠୁଁ 

ଜୀବନର

ସଂଜ୍ଞା ବୁଝେଇଦେଇ 

ବିଦାୟ ନେଲାଣି... 

ଜୀବନ-ବର୍ଣ୍ଣୟିତା ବର୍ଣ୍ଣଲିପିରେ 

ଏକ ଏକ ପୃଷ୍ଠାର 

ବର୍ଣ୍ଣମାଳାକୁ ବର୍ଣ୍ଣିବାକୁ 

ସାଜେ ଆଜି ବର୍ଣ୍ଣିନୀ, 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍