Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Akshayakumar Dash

Others

4  

Akshayakumar Dash

Others

ଶିଶୁ

ଶିଶୁ

2 mins
23.6K


ସୁଷମାକୁ ଡାକ୍ତର କଂ ପାଖୁ ନେଉଛନ୍ତି ଅଜୟ । ସହରର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭଗବାନ ପାତ୍ର । ରକ୍ତ ସ୍ରାବ ଅଧିକ ହେଉଥିବାରୁ ଡାକ୍ତରକଂ ଚିକିତ୍ସା ଜରୁରୀ । ସୁଷମା ବର୍ତମାନ ସାଢ଼େ ଆଠମାସର ଗର୍ଭବତୀ ମହିଳା । ମୂଳରୁ ଡାକ୍ତର ପାତ୍ର ଚିକିତ୍ସା କରିଆସୁଛନ୍ତି । ଡାକ୍ତର ପରୀକ୍ଷା କରି କହିଲେ ହସ୍ପିଟାଲ ନେଇ ଆଡ଼ମିଶନ କରିବାକୁ ପଡିବ । ଦରକାର ପଡ଼ିଲେ ଅସ୍ତ୍ରୋପଚାର କରି ମା ଓ ଶିଶୁକୁ ବଞ୍ଚେଇବାକୁ ପଡିବ । ରକ୍ତ ଦୁଇବୋତଲ ଅବଶ୍ୟକତା ଅଛି । କିଏ ରକ୍ତଦେଵ ବ୍ୟବସ୍ତା କରନ୍ତୁ ।


ଅଜୟ କିଂକର୍ତବ୍ୟ ମୁଢ । ସଂଗେ ସଂଗେ ହସ୍ପିଟାଲ ନେଇ ଆଡ଼ମିଶନ କରାଇଲେ ସୁସମାକୁ । ରକ୍ତର ବ୍ୟବସ୍ତା କଲେ । ନିକଟ ସମ୍ପର୍କୀୟ ମାନଙ୍କ ରକ୍ତ ନମୁନା ପରୀକ୍ଷା ପରେ ବିପ୍ଲସ ରକ୍ତ ସୁସମାଙ୍କ ଭଉଣୀ କଂ ର ମିଳିଗଲା । ଆଉ ଏକ ବୋତଲ ଅଜୟ ଦେଲେ । ଅଜୟକଂର ଓ ପ୍ଲସ ,ଡାକ୍ତର କହିଲେ ଏକ୍ସଚେଞ୍ଜ ହେବ । ଓଟିକୁ ନେଲେ ସୁସମାକୁ । ପୂର୍ବରୁ ଅଣ୍ଡର ଟେକିଗଁ ରେ ଦସ୍ତଖତ ଦେଲେ ଅଜୟ । କିଛି ସମୟପରେ ଝିଅ ସହ ମା ବେଡ଼କୁ ଆସିଲେ । ଯଦି ଡେରି ହୋଇଥାନ୍ତା ତେବେ ଜନ୍ମିତ ଶିଶୁ ଝିଅ ଓ ମାଙ୍କ ପାଇଁ ବିପଦ ହୋଇଥାନ୍ତା । ଡାକ୍ତରଙ୍କ କହିବା ଅନୁସାରେ ଏପରି କେସ ହଜାର ରେ ଗୋଟିଏ ହୁଏ । ତାହାଥିଲା ପ୍ଲାସେଣ୍ଟା ଫୋବିଆ । ଅଠମାସରୁ ରକ୍ତସ୍ରାବ ହେବ । ଏବଂ ବ୍ରିଜ଼ ପୋଜିସନ ରେ ପିଲା ଗର୍ଭାଶୟ ରେ ମୋମେଣ୍ଟ କରେ ନାହିଁ । ବ୍ରିଜ଼ ପୋଜିସନ ଅର୍ଥ ଶିଶୁ ରଜନ୍ମ ଗର୍ଭାଶୟରେ ଗୋଡ଼ ଦେଇ ଜନ୍ମ ନେବ । ଫଳରେ ଜନ୍ମ ନେବାବେଳେ ମାର ଯନ୍ତ୍ରଣା ବଢିବ ଓ ବହୁସମୟ ଲାଗିବ ଜନ୍ମ ନେବାକୁ । ଚିକିତ୍ସା ଶାସ୍ତ୍ର ଅନୁସାରେ ସିଜରିଆନ ଦ୍ଵାରା ମା ଓ ଛୁଆକୁ ସୁରଖ୍ୟା ଦୃଷ୍ଟିରୁ ଉତମ ସାଦନ ।


        ଅଜୟ ଭାବିନଥିଲେ ଏପରି ଘଟଣା ସମ୍ପର୍କରେ । ଡାକ୍ତରୀ ଶାସ୍ତ୍ର ଅନୁସାରେ ଅପରସନ କରି ଛୁଆ ଜନ୍ମଦେବା ମା ଓ ଛୁଆ ପ୍ରତି ବିପଦ ନଥାଏ ।  



Rate this content
Log in