smrutirekha das

Children Stories Classics Fantasy

3  

smrutirekha das

Children Stories Classics Fantasy

ସାନର କରାମତି

ସାନର କରାମତି

1 min
341



ସିଂହ ଜଙ୍ଗଲର ରାଜା । ଦିନେ ସେ ଗଛ ଛାଇରେ ଶୋଇଥାଏ । ଛୋଟ ମୂଷାଟିଏ ତା ନାକ ଉପରେ ଦୌଡ଼ିଯିବାରୁ ସିଂହର ନିଦ ଭାଙ୍ଗିଗଲା । ରାଗ ଗରଗର ହୋଇ ସେ ମୂଷାଟିକୁ ଧରି ପକେଇଲା । ଏତେ ସୁନ୍ଦର ନିଦ ଭାଙ୍ଗିଯିବାରୁ ସେ ମୂଷାକୁ ପାଦରେ ଦଳି ମାରିଦେବାକୁ ଭାବିଲା । ମୂଷାଟି ଦୂରରେ ଥରିବାକୁ ଲାଗିଲା । ସେ କାକୁତି ମିନତି ହୋଇ ନିଜର ଭୁଲ ମାଗିଲା । ସିଂହରାଜାର ମନରେ ଦୟା ଆସିଲା । ସେ ମୂଷାଟିକୁ ଛାଡ଼ିଦେଲା । ଦିନ କେଇଟା ପରେ ସିଂହଟି ଗୋଟାଏ ଶିକାରୀର ଜାଲରେ ପଡ଼ିଗଲା । ତା ଭିତରୁ ବାହାରି ନପାରି ସେ ଖାଲି ଗର୍ଜନ କରୁଥାଏ । ମୂଷା ସିଂହର ରଡ଼ି ଶୁଣି ଗାତ ଭିତରୁ ବାହାରିଲା । ସିଂହର ତା ପ୍ରତି ଦୟାକୁ ସେ ଭୁଲି ନଥାଏ । ଡେରି ନ କରି ସେ ତାର ମୁନିଆଁ ଦାନ୍ତରେ ଜାଲକୁ କାଟି ପକାଇଲା । ସିଂହ ଶିକାରୀ ଜାଲରୁ ମୁକୁଳି ଜଙ୍ଗଲକୁ ପଳାଇଲା । ଗଲାବେଳେ ଟିକି ମୂଷାଟି ଆଡ଼େ ଚାହିଁ ଟିକିଏ ହସି ଦେଲା । ମନେରଖ : କାହାରି କୁ ଛୋଟ ମନେ କର ନାହିଁ


Rate this content
Log in