ପ୍ରେମ ମନ୍ଦିର
ପ୍ରେମ ମନ୍ଦିର

1 min

301
ଦୁହେଁ ନିଇତି ଦେଖାହୁଅନ୍ତି ସେହି ପୁରାତନ ମନ୍ଦିରରେ ।ଜଣେ ପୂଜକ ଆଉ ଜଣେ ଭକ୍ତ ରୂପରେ । ପୂଜା କରିବା ବହୁ ପୁରୁଣା ପ୍ରଥା । ବହୁ ପୁରାତନ କାଳରୁ ଏହି ପ୍ରଥା ଚାଲିଥିବା ର କିମ୍ବଦନ୍ତୀ ଅଛି ।ପୂଜାରେ ପୂଜାରେ ଗାଡିଚାଲେ ଦିନ ,ମାସ ଆଉ ବର୍ଷ ।ଏବେ ସେ ମନ୍ଦିର ଅଛି, ପୂଜକ ବସି ରହିଛି କିନ୍ତୁ ଭକ୍ତ ଚାଲିଯାଇଛି ମନ୍ଦିରର ବାଟ ଭୁଲି ।