Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

shibaram dalai

Others


1  

shibaram dalai

Others


ପ୍ରେମ ମନ୍ଦିର

ପ୍ରେମ ମନ୍ଦିର

1 min 298 1 min 298


  ଦୁହେଁ ନିଇତି ଦେଖାହୁଅନ୍ତି ସେହି ପୁରାତନ ମନ୍ଦିରରେ ।ଜଣେ ପୂଜକ ଆଉ ଜଣେ ଭକ୍ତ ରୂପରେ । ପୂଜା କରିବା ବହୁ ପୁରୁଣା ପ୍ରଥା । ବହୁ ପୁରାତନ କାଳରୁ ଏହି ପ୍ରଥା ଚାଲିଥିବା ର କିମ୍ବଦନ୍ତୀ ଅଛି ।ପୂଜାରେ ପୂଜାରେ ଗାଡିଚାଲେ ଦିନ ,ମାସ ଆଉ ବର୍ଷ ।ଏବେ ସେ ମନ୍ଦିର ଅଛି, ପୂଜକ ବସି ରହିଛି କିନ୍ତୁ ଭକ୍ତ ଚାଲିଯାଇଛି ମନ୍ଦିରର ବାଟ ଭୁଲି ।

    


Rate this content
Log in