STORYMIRROR

ମିତା ପଟନାୟକ

Others

2  

ମିତା ପଟନାୟକ

Others

କଥା

କଥା

1 min
172

ଅମିତା କ୍ଲାସରୁ ବାହାରି ଆସୁ ଆସୁ ନୁଆଁ ଆସିଥିବା ପିଲାଟି ଲଫାପା ଟିଏ ବଢ଼େଇ ଦେଇ କହୁଥିଲା, ମାମ ବାବା ଦେଇଛନ୍ତି ... କମନ ରୁମରେ ଖୋଲିଲା ଲଫାପା ଚିହ୍ନା ହସ୍ତାକ୍ଷର!!


ଅମିତା ...

ତମ ସାଙ୍ଗ ଏବେ ଆକାଶର ତାରା । ଆଉ ତା ପ୍ରତିରୂପ ମୋ ଝିଅ ମିନି ତମ ଛାତ୍ରୀ , ତମେ ମାଗିଥିଲ କଥା ତମ ସାଙ୍ଗକୁ ବାହା ହେବାକୁ ; ଆଜି ମୋ ପାଳି ମିନିକୁ କୋଳେଇନିଅ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍