STORYMIRROR

Sunanda Mohanty

Others

2  

Sunanda Mohanty

Others

ଦୁଃଖଦ

ଦୁଃଖଦ

1 min
64

କରୋନା ପରି ମହାମାରୀ ରେ କେତେ କିଏ ଗଲେଣି । ତାଙ୍କ ଭିତରୁ ଭୟଙ୍କର ବ୍ୟାଧି, କ୍ୟାନ୍ସର ପ୍ରପୀଡ଼ିତ ଭିଣୋଇ ବି ହେଲେ ହଶପିଟାଲାଇଜଡ଼, ତ ପରିବାର ରେ କାହା ମନ ଭଲ ନଥାଏ । ରୋଗୀ ସାଙ୍ଗରେ ଯିଏ ରହିବ ସେ ବେଶୀ କଷ୍ଟପାଏ । ତେଣୁ ବହୁ କଷ୍ଟକରି ଝିଅ ଟି ଭଡା ଘର ପାଇଗଲା, ହେଲେ କଟକଣାର ବଶବର୍ତ୍ତୀ ହୋଇ ଘରବାଲା ଯେବେ ଶୁଣିଲା କର୍କଟ ରୋଗୀ ବାପର ଝିଅ ତ ମନା କରିଦେଲା । ହେଲେ ଭଗବାନ ଙ୍କ ଅଶେଷ ଦୟା ଯୋଗୁଁ ମିଳିଗଲା କ୍ୟାବିନ, ହେଲେ ସେହିଦିନ ରାତିରେ ହିଁ ଟୁନୁ ଭିଣେଇ ଭାଇ ଚାଲିଗଲେ । ଦୁଃଖର ଛୟା ଘେରି ରହିଥିଲା, ପରିବାର ସାରା l


Rate this content
Log in