STORYMIRROR

Saphala Das

Children Stories Drama

3  

Saphala Das

Children Stories Drama

ବୁଦ୍ଧି ବିଚାରି କାମ କଲେ

ବୁଦ୍ଧି ବିଚାରି କାମ କଲେ

1 min
209


ଗାଁ ମୁଣ୍ଡରେ ବଡ ପୋଖରୀ ଟିଏ ଥାଏ ।ସେ ପୋଖରୀ ମୂଳେ ଗୋଟିଏ ବଡ ମୂଷାଟିଏ ତା ଛୁଆକୁ ନେଇ ରହିଥାଏ ।ସେହି ପୋଖରୀ ପାଣିରେ ବତକ ଦଳେ ପହଁରୁ ଥିବା ବେଳେ ଛୁଆ ମୂଷାଟି ମାଆକୁ କହିଲା  

ମାଆ ମୁଁ ବତକ ଭଳିଆ ପହଁରିବି ମାଆ ମୂଷା ବୁଝାଇଦେଲା ଯେ ତୋର ପକ୍ଷ ନାହିଁ ତୁ କେମିତି ପହଁରିବୁ ,ତୁ କେବେ ବି ବତକ ଭଳିଆ ମୁଁ ନଥିଲା ବେଳେ ପାଣିକୁ ଯିବୁନି, ।

     ଦିନକର କଥା ମାଆ ମୂଷାଟିଏ ନଥିଲା ବେଳେ ମୂଷା ଛୁଆଟି ପାଣି ଭିତର କୁ ଡେଇଁ ପଡିଲା ।ପାଣି ଭିତରେ ଛଟ ପଟ ହେବା ଦେଖି 

ବତକଟି ଦୟା କରି ନିଜ ଥଣ୍ଟରେ ଉପରେ ଛାଡିଲା ଆଉ କହିଲା ତୋତେ ଯାହା ଯେମିତି ଚଳିବାକୁ ଇଶ୍ୱର ଦେଇଛନ୍ତି ତୁ ସେମିତି ସେତିକି ରେ ଚଳେ ଆମେ ତୋ ପରି ଗାତରେ ରହି ପାରିବୁନି ।ଦେଖି ଲୁ ମାଆ କଥା ନମାନି କଣ ହେଲା ।

   ଏଣିକି ଯାହା କରିବୁ ଭାବି ଚିନ୍ତି କରିବୁ ।


Rate this content
Log in