ଅହଂକାର
ଅହଂକାର
ଗୋଟିଏ ଗାଁରେ ଦୂ ପଣ୍ଡିତ ଥିଲେ। ସେ ଏକ ସନ୍ଥ ପାଖରେ ବସିଲେ।ଥଣ୍ଡାଦିନ ଥିଲା ସଂଧ୍ୟା ସମୟ ହୋଇଗଲା।ତେବେ ସନ୍ଥଜଣକ ଥଣ୍ଡାରୁ ରକ୍ଷା ପାଇବା ପାଇଁ କିଛି ଜଙ୍ଗଲରୁ କିଛି କାଠ ସଂଗ୍ରହ କରି ଧ୍ୱନି ଜଳାଇଲେ। ପଣ୍ଡିତ, ଆଉ ସନ୍ଥ ଦୁଇଜଣ ଧର୍ମ ଆଉ ଆଧ୍ୟାତ୍ମିକ ବିଷୟରେ ଚର୍ଚ୍ଚା କଲେ। ସେହି ଦୁଇଜଣଙ୍କ ପାଖରେ ବାଟରେ ଯାଉଥିଲା ଗରିବ ଲୋକ ଟିଏ ସେ ଆସି ସେ ଆସି ପଣ୍ଡିତ, ଆଉ ସନ୍ଥଙ୍କ ପାଖରେ ବସିଲେ।ତାକୁ ବି ଥଣ୍ଡା ଲାଗିଲା, ସେ ବି କିଛି କାଠ ସଂଗ୍ରହ କଲା। କାଠଗୁଡିକ ଜାଳିବା ପାଇଁ ନିଆଁ ଦରକାର। ଗରିବ ଲୋକ ଟି ଯାଇ ସନ୍ଥ ପାଖରେ ପହଞ୍ଚିଗଲା। ଆଧା ଜଳୁଥିବା କାଠଗଣ୍ଡି କୁ ଉଠେଇ ଆଣିଲା। ଗରୀବ ଲୋକଟି ଯାଇ ସନ୍ଥ ଜାଳିଥିବା କାଠକୁ ଯାଇ ଛୁଇଁ ଦେଲା। ସନ୍ଥ ଜଣକ ରାଗିଗଲେ। ସେ ତାକୁ ମାରିବାକୁ ଲାଗିଲେ।ସନ୍ଥ ଜଣକ କହିଲା ଆରେ ମୂର୍ଖ ତୁ କିଛି ପୂଜା ପାଠ ବିଷୟରେ ଜାଣିନାହୁଁ ବୋଧେ।ଭଗବାନଙ୍କୁ ଧ୍ୟାନ କରୁନାହୁଁ ବୋଧେ। ତୋର ଏତେ ସାହସ କେମିତି ହେଲା ମୁଁ ଜାଳୁଥିବା ଧ୍ୱନିକୁ କେମିତି ଛୁଇଁଲୁ। ହେଲେ ପଣ୍ଡିତ ଜଣକ ସବୁ ଦେଖୁଥାଏ କିଛି କହୁନଥାଏ। ଏସବୁ ଦେଖି ପଣ୍ଡିତ ଜଣକ ମୃଦୁ ହସରେ ହସିବାକୁ ଲାଗିଲେ। ଯେତେବେଳେ ପଣ୍ଡିତ ହସୁଥିବାର ଦେଖିଲେ ସନ୍ଥ ଜଣକ ତାକ ବହୁତ ଜୋରରେ ରାଗଲାଗିଲା (ସନ୍ଥ ଜଣକ) ସନ୍ଥ ଜଣକ ପଣ୍ଡିତଙ୍କୁ କହିଲେ ଆପଣ ଏତେ ପ୍ରଶନ୍ନ କାହିଁକି? ଏହି ବ୍ୟକ୍ତି ଜଣକ ଅପବିତ୍ର ଅଛି। ସେ ତାର ମଇଳା ହାତକୁ ମୋ ଦ୍ୱାରା ଜଳାଯାଇଥିବା ଧ୍ୱନିକୁ ଛୁଇଁ ଦେଲା। ତେଣୁ ରାଗିବାର ଅଛି କି ନାହିଁ? ପଣ୍ଡିତ ଜଣକ କହିଲେ ମୋତେ କିଛି ଜଣାନାହିଁ।କୋୖଣସି ବସ୍ତୁ କୁ ଛୁଇଁ ଦେଲେ ଅପବିତ୍ର ହୋଇଯାଏ ବୋଲି। ଏବେ ଆପଣ କହୁଥିଲେ ସବୁ ମଣିଷ ଦେହରେ ପରମଅତ୍ମା ଅଛି ବୋଲି। ଆପଣ କହିଥିବା କଥାକୁ କେମିତି ସଙ୍ଗେ ସଙ୍ଗେ ଭୂଲିଗଲେ। ସେ ଆଗରୁ କହିଲେ ସେ ଆପଣଙ୍କର ଶତ୍ରୁ ଆପଣଙ୍କ ଭିତରେ ଅହଂକାର ଅଛି। ଯେଉଁ ଅହଂକାର କି ଆଜି ସବୁ କିଛି ଜ୍ଞାନ ବ୍ୟର୍ଥ ହୋଇଗଲା । ଯାହା କେବେ ଆଶା କରିନଥିଲି। ତମର ଏହି ଅହଂକାର ସକାଶେ ସେ ଗରିବ ଲୋକଟିକାନ୍ଦି କାନ୍ଦି ଏଠୁ ପଳେଇଗଲା ।କେତେ ଆଶା ନେଇ ଆସି ବସିଥିଲା ଆମ ପାଖରେ କିଛି ଧର୍ମ ର ବାଣୀ ଶୁଣିଥାନ୍ତା । କାମରେ ବି କିଛି ସାହାଯ୍ୟ କରିଥାନ୍ତା। ତମେ କଣ କଲ?ଶେଷରେ ଏମିତି ବ୍ୟବହାର ତାପ୍ରତି କଲ। ପଣ୍ଡିତ ଜଣକ ସନ୍ଥ ଜଣକୁ ବହୁତ ଧିକ୍କାର କଲା।
ଶେଷରେ ସନ୍ଥ ଜଣକୁ କହିଲେ ତମ ମନ ଭିତରେ ଏତେ ଅହଂକାର ବସିଭୂତ କରିଛି ତମେ ନିଜକୁ ମହାନ୍ ବୋଲି ଭାବୁଛ ଆଉ ନିଜକୁ ବଡ଼ ସନ୍ଥ ବୋଲି ଭାବୁଛ।
"ଅହଂକାର ମନରେ ଥିବା ମଣିଷ ସେ କଉ ସ୍ଥାନରେ ରହେ ନିଜେ ଅନୁତାପ କରିବ"
