Akshayakumar Dash

Others

2  

Akshayakumar Dash

Others

ଅଗ୍ରଗତି

ଅଗ୍ରଗତି

1 min
656


କେଲୁଅ ନଦୀ ।କଳକଳ ନାଦରେ ବହିଚାଲିଛି ।ବରଷା ଦିନେ ଗୋଳିଆ ପାଣିର ସୁଅ ।ଖରା ଦିନେ ସଫା ଜଳ ପ୍ରବାହ ।ନଦୀ କଡରେ ପୋଖରୀ ଟିଏ।ପୋଖରୀ ର ପାଣିରେ ଅଳିହା ପଡ଼ି ଗନ୍ଧୋଉ ଥାଏ।ପୋଖରୀଟି ନଦୀକୁ ଦେଖି କହିଲା ,ଆପଣ କାହିଁକିଏମିତି ଦିନରାତି ପ୍ରବାହିତହୋଇ ଆପଣଙ୍କ ଶ୍ରମ ନଷ୍ଟ କରୁଛନ୍ତି? ମତେ ଦେଖନ୍ତୁ - ମୁଁ କିମିତି ଆରାମରେ ଏଠି ଗୋଟିଏ ଜାଗାରେ ବସିଛି ।

ନଦୀ କହିଲା, ଭାଇ ପୋଖରୀ -ମୁଁ ବହିଯାଉଛି ସେଥିପାଇଁ ମୋ ଜଳ ନିିର୍ମଳ ଓ ସ୍ବଛ ।ପବିତ୍ର ନଦୀଜଳ କୁ ସମସ୍ତେ ଆଦର କରୁଛନ୍ତି।ସେଥିପାଇଁ ମୋୋର ପ୍ରତିଟିି ଜଳବୁନ୍ଦ। ଉପଯୋଗ ହୋଇପାରୁୁୁଛି ।ପ୍ରଗତି ଓ ପ୍ରବାହ ମୋର ଅନ୍ୟରୂପ ।ତୁମେ ତୁୁୁମର ପଥ ବନ୍ଦ କରିଦେଇଛ । ମନ ମାରି ବସିଅଛ ।ପ୍ରବାହ ଓ ପ୍ରଗତି ର ବାଟକୁ ବନ୍ଦ କରିଦେେେଇଛ ।ତେଣୁ ତୁମର ଜୀବନ ବିପଦ ପୂଣ୍ଣ ।ତୁୁୁମଦ୍ୱାରା ହୀତକର କୋୖଣସିି କାାର୍ଯ୍ୟ ହୋଇପାରିବାର ସମ୍ଭାବନାା ନାହିଁ ।

ସମାପ୍ତ

ଅକ୍ଷୟ କୁୁୁମାର ଦାଶ ଧର୍ମଶାାାଳା


Rate this content
Log in