Sunanda Mohanty

Others

2  

Sunanda Mohanty

Others

ଅଦୃଶ୍ୟ ଶକ୍ତି, କରି କରାଉଥାନ୍ତି

ଅଦୃଶ୍ୟ ଶକ୍ତି, କରି କରାଉଥାନ୍ତି

1 min
94


ସୁମନ୍ତ ବାବୁ ଅରଜେଣ୍ଟ ଚିଠିଟି ହଜେଇ ନାସ୍ତିକରୁ ଆସ୍ତିକ ପାଲଟି ଯାଇଥିଲେ । ଭକ୍ତ ଦାସିଆ, ସାଲବେଗ, ବନ୍ଧୁମହାନ୍ତିଙ୍କ କଥା ଭାବୁଥିଲେ । ପିଅନ ଡଷ୍ଟବିନ ଧରି ଅଳିଆ ଗଦା ଆଡକୁ ଯାଉଥିଲା, ତାକୁ ସବୁ ଅଳିଆ ପୋଡି ବାତାବରଣ ସଫା ରଖିବାକୁ କହିବାକୁ ଆଗେଇ ଯାଇଥିଲେ । ତା ସହ ତ ଅଳିଆ ଭିତରୁ ଚିଠିଟି ପାଇ ଖୁସି ରେ କାମସାରି ପୁରୀ ଯାଇ ଜଗନ୍ନାଥ ଦର୍ଶନରେ ନିଜକୁ ହଜେଇ ଦେଇଥିଲେ । ହେ ନାଥ, ତୁମେ ପରମ ଦୟାଳୁ, କୋଟି କୋଟି ପ୍ରଣାମ ଘେନ ପ୍ରଭୁ ସର୍ବଦା ସକାଳୁ, ଆଖିରେ ଆନନ୍ଦାଶ୍ରୁ l


Rate this content
Log in