Akshayakumar Dash

Others

2  

Akshayakumar Dash

Others

ଆଲୋକ

ଆଲୋକ

1 min
7.4K


ରାଜା ତାଙ୍କର ମନ୍ତ୍ରୀଙ୍କୁ କହିଲେ," ମତେ ସତୁରୀ ବର୍ଷ ହୋଇଗଲାଣି, ପଢ଼ିବାର ଲାଳସା ଅଛି, କିନ୍ତୁ ମୋର ମନେ ହଉଛି, ପଢାପଢି କରିବାକୁ ମୋର ଆଉ ବୟସ ନାହିଁ"। ମନ୍ତ୍ରୀ କହିଲେ, "ମହାରାଜ!ମୁଁ ଶୁଣିଛି ଯଦି କେହି ବାଲ୍ୟ କାଳରୁ ଯୁବା ବୟସପର୍ଯ୍ୟନ୍ତ ଅଧ୍ୟୟନ କରନ୍ତି ତାର ଭବିଷ୍ୟତ କର୍ମମୟ ହୁଏ।ଯଦି ବ୍ୟକ୍ତି ବୃଦ୍ଧା ବସ୍ତା ରେ ଅଧ୍ୟୟନ କରେ ତେବେ ତାର ଜୀବନ ଦୀପ ର ଶିଖା ପରି ଆଲୋକ କରେ।ଅର୍ଥାତ ଅନ୍ଧାରରେ ବୁଲିବା ଅପେକ୍ଷା ଦୀପର ଆଲୋକ ଭଲ।ଆଉ ମଧ୍ୟ ଦୀପର ଆଲୋକ ଅନ୍ଧାର ହଟାଇ ଦିଏ।ବ୍ୟକ୍ତିର ମନ ଓ ହୃଦୟ ଶାନ୍ତ ରହେ।ପ୍ରାଣ ବିଶ୍ୱର ମଙ୍ଗଳ ନିମିନ୍ତ ବ୍ୟଗ୍ର ରହେ।ମନ୍ତ୍ରୀଙ୍କ ଉତ୍ତର ରାଜାଙ୍କ ଜାଣିବାର ଇଚ୍ଛାକୁ ସମାଧନକରିଦେଲା।ବୃଦ୍ଧ ବୟସରେ ବି ରାଜା ଅଧ୍ୟୟନ କାର୍ଯ୍ୟ ରେ ଅବଶିଷ୍ଟ ସମୟ କଟାଇଲେ।

ଅକ୍ଷୟକୁମାର ଦାଶ ଶିକ୍ଷକ ମଧୁକେଶ୍ୱର ନୋଡ଼ାଲ ହାଇସ୍କୁଲ କଣ୍ଟିଗରଡ଼ିଆ ପିନ755049ଯାଜପୁର


Rate this content
Log in