Rasmi Rekha Tripathy

Others

0.2  

Rasmi Rekha Tripathy

Others

ଆଦର୍ଶ ବିବାହ

ଆଦର୍ଶ ବିବାହ

1 min
7.4K


       ଯୌତୁକ କଥା କହି ଆମକୁ ଲଜ୍ଜିତ କରନ୍ତୁ ନାହିଁ ମଉଷା l ଆମେ ଆପଣଙ୍କ ଘରୁ ଝିଅ ନେଉଛୁ l ସେଥିରେ ହିଁ ଆମର ଗୌରବ l ତେବେ ଆପଣ କଣ ଚାହୁଁଛନ୍ତି ଝିଅକୁ ଦେବା ପାଇଁ ? ନନା ମୋର ତାଙ୍କର ସାଧ୍ୟ ମୁତାବକ ଯାହା ମୋ ପାଇଁ ରଖିଥିଲେ ସବୁ କହିଲେ l

ନନାଙ୍କର ଲିଷ୍ଟ୍ ସହ ଦେଢଶୁର ମୋର କମ୍ପ୍ୟୁଟରଟିଏ ବି ଯୋଡି ଦେଲେ ଓ ତାଙ୍କ ବଂଶ ଘର ପାଇଁ ଶାଢୀ ଓ ପୋଷାକ କପଡା ଦେବା ପାଇଁ କହିଲେ l ଆଉ ସେ ଯେଉଁ ବ୍ରାଣ୍ଡ୍ ସବୁ କହିଥିଲେ, ସେହି ବ୍ରାଣ୍ଡର ଜିନିଷ ସବୁ କିଣିବା ପାଇଁ ନନାଙ୍କୁ ଆମ ଗାଆଁରେ ଥିବା ଦଶ ହାତ ଘର (ଯାହାର ମୂଲ୍ୟ ଆଜି ତାରିଖରେ ପ୍ରାୟ 20 ଲକ୍ଷ ଟଙ୍କା ହେବ) ବିକିବାକୁ ପଡିଥିଲା l ଅଥଚ ଆମର ବିବାହ ଯୌତୁକ ବିହୀନ ଆଦର୍ଶ ବିବାହ ଥିଲା ବୋଲି ମୋ ଦେଢଶୁର ବେଶ୍ ବାହାବା ନେଇଥିଲେ l ହା ହା ହା l


Rate this content
Log in