STORYMIRROR
ଯେବେ ଏକାଠି...
ଯେବେ ଏକାଠି...
ଯେବେ ଏକାଠି...
“
ଯେବେ ଏକାଠି ହୁଅନ୍ତି କିଛି ନିଜ ଲୋକ
ଭରି ଯାଏ ପ୍ରୀତି ସ୍ମୃତି ହଜିଯାଏ ଶୋକ
ରଙ୍ଗୀନ ହୁଏ ମନର ସଫେଦ କାଗଜ ଟୁକୁଡା
ଖୋଲିଯାଏ ବସ୍ନାୟିତ ପ୍ରୀତିର ପାଖୁଡା
”
87
More oriya quote from Soumya Shubhadarshinee
Similar oriya quote from Abstract
Download StoryMirror App